କଟକ ନାବାଳିକା ଗଣଦୁଷ୍କର୍ମ;ସମସ୍ତ ଅଭିଯୁକ୍ତ ଗିରଫ:କମିସନର

କଟକ ତା-୧୫-୧୦-୨୦୨୦ ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଜଣେ ନାବାଳିକାଙ୍କୁ  କଟକରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଅନ୍ୟ ଜଣେ ଫେରାର ଅଭିଯୁକ୍ତକୁ କମିଶନରେଟ ପୋଲିସ୍‌ ଗିରଫ କରିଛି। ପୂର୍ବରୁ ଜଣଙ୍କୁ ଗିରଫ କରି ପୋଲିସ୍‌ ପଚରାଉଚରା ଚଳାଇଥିବା ବେଳେ ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା (୨୫)ଓ ରାକେଶ ରାଉତରାଉତ (୨୭) । ଅନ୍ୟପକ୍ଷେ, ମାମଲା ହେବାର ୨୪ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବାରୁ … Continue reading କଟକ ନାବାଳିକା ଗଣଦୁଷ୍କର୍ମ;ସମସ୍ତ ଅଭିଯୁକ୍ତ ଗିରଫ:କମିସନର